All News
Prameya News7, News7 Odia, Odisha Latest News, Odisha Current Headlines, Odisha News Online
- Website
- prameyanews7.com · all feeds from this site
- Feed URL
http://www.prameyanews7.com/feed/
Read it in your FeedListing reader
Or add to: Feedly Inoreader Raw feed
Latest posts
-
ବାଣ ଫୁଟାଇବା ବିରୋଧୀ ଭିଡିଓ ହଟାଇବାକୁ ନେଇ ବିଏମ୍ସି ଉପରେ ବର୍ଷିଲେ ଅଭିନେତ୍ରୀ ଦିଆ ମିର୍ଜା
ମୁମ୍ବାଇ,୨ /୧୧ : ପରିବେଶ ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ନେଇ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଦିଆ ମିର୍ଜା। ବାଣ ଓ ଆତସବାଜି ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ବଢ଼ିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଏହି ସମସ୍ୟାକୁ ନେଇ ସଚେତନତା ସୃଷ୍ଟି କରୁଥିବା ଏକ ଭିଡିଓକୁ ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମ୍ସି)…
-
ଭାରତ ସହିତ ବାଣିଜ୍ୟ ବନ୍ଦ କରି ଏବେ ପସ୍ତଉଛି ପାକିସ୍ତାନ, ସହିଲାଣି ୪୦୦୦ କୋଟି ଡଲାରର କ୍ଷତି
ଇସ୍ଲାମାବାଦ: ପାକିସ୍ତାନ-ଭାରତ ବ୍ୟାପାର ପରିଷଦ (ପିଆଇବିସି) ସଭାପତି ନୁର ମହମଦ କସୁରୀ କହିଛନ୍ତି ଯେ ୨୦୧୯ ପୁଲବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ବାଣିଜ୍ୟ ବନ୍ଦ ହେବା ଯୋଗୁ ପାକିସ୍ତାନର ୪୦୦୦ କୋଟି ଡଲାର କ୍ଷତି ହୋଇଛି। ଏକ ବୟାନରେ କସୁରୀ ସୋମବାର ଉଭୟ ଦେଶଙ୍କ ମଧ୍ୟରେ ପୁଣି ବ୍ୟବସାୟ ସ୍ୱଭାବିକ କରିବା ଲାଗି ଏକ ନିବେଦନରେ ଏହା…
-
ପରଲୋକରେ ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର, ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ
ନୂଆଦିଲ୍ଲୀ: ପରଲୋକରେ ପ୍ରଖ୍ୟାତ ଡାକ୍ତର ତଥା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର। ୭୪ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସ (AIIMS)ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବ୍ରେନ୍ କ୍ୟାନ୍ସରରେ ପୀଡ଼ିତ ଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ…
-
NCP ମୁଖ୍ୟ ଶରଦ ପାୱାର ହସ୍ପିଟାଲରେ ଭର୍ତ୍ତି, ଆସିଲା ସ୍ୱାସ୍ଥ୍ୟ ଅପଡେଟ୍
ପୁଣେ: ଏନସିପି(ଶରଦ ଚନ୍ଦ୍ର) ନେତା ଶରଦ ପାୱାରଙ୍କୁ ସୋମବାର ପୁଣେସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲଗାତାର କାଶ ହେବା ଯୋଗୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପୁଣେର ରୁବି ହଲ କ୍ଲିନିକକୁ ନିଆଯାଇଥିଲା। ସେଠାରେ ଏବେ ତାଙ୍କର ରୁଟିନ ମେଡିକାଲ ଚେକଅପ କରାଯାଉଛି ଓ ତାଙ୍କୁ ଡାକ୍ତରଙ୍କ ଦେଖରେଖରେ ରଖା ଯାଇଛି।…
-
ମୁଁ ଜଣେ ବଡ଼ ଷ୍ଟାର୍ ହେବାକୁ ଚାହେଁ’, କ୍ୟାରିୟର ଆରମ୍ଭରୁ ହିଁ ‘ଇଣ୍ଟେଲେକ୍ଚୁଆଲ୍ ଫିଲ୍ମ’କୁ ନା କହିଥିଲେ ଶାହରୁଖ୍ ଖାନ୍!
ମୁମ୍ବାଇ , ୨ /୧୧ : ଆଜି ସେ ବଲିଉଡ୍ର ଅନ୍ୟତମ ସଫଳ ଓ ଲୋକପ୍ରିୟ ଅଭିନେତା। ଦେଶରୁ ବିଦେଶ ପର୍ଯ୍ୟନ୍ତ ରହିଛନ୍ତି ତାଙ୍କର କୋଟି କୋଟି ପ୍ରଶଂସକ। ତାଙ୍କର ରୋମାଣ୍ଟିକ୍ ଅନ୍ଦାଜ୍, ଅଭିନୟ ଏବଂ ଷ୍ଟାରଡମ୍ର ଦିୱାନା ସାରା ବିଶ୍ୱ। ହେଲେ ଏହି ସଫଳତା ପଛରେ ରହିଛି ଏକ ସ୍ପଷ୍ଟ ଲକ୍ଷ୍ୟ ଓ ନିଜ ଉପରେ ଅତୁଟ ବିଶ୍ୱାସ। ଆମେ କହୁଛୁ ବଲିଉଡ୍ର କିଙ୍ଗ୍…
-
ଦୀପାବଳି ପୂର୍ବରୁ ଦିଲ୍ଲୀ-ଏନ୍ସିଆର୍ରେ ଲାଗୁ ହେଲା GRAP-2 କଟକଣା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣ ଗୁରୁତର ହୋଇଛି । ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୩୦୦ ଟପିଯାଇଛି । ବାୟୁର ମାନ ‘ଅତି ଖରାପ’ ବର୍ଗରେ ପହଞ୍ଚିବା ପରେ କେନ୍ଦ୍ରୀୟ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ସୋମବାରଠାରୁ ‘ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍’ ବା ଗ୍ରାପ୍ର ଦ୍ବିତୀୟ ପର୍ଯ୍ୟାୟ କଟକଣା ଲାଗୁ…
-
ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା
ଭୁବନେଶ୍ବର: ଦେଶର ସୁନାମଧନ୍ୟ ସ୍ନାୟୁ ଶଲ୍ୟ ଚିକିତ୍ସକ ତଥା ବରିଷ୍ଠ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସେ ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ଏମ୍ସ (AIIMS)ରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ, ବ୍ରେନ୍ ଟ୍ୟୁମରରେ ପୀଡ଼ିତ ହେବା ପରେ ଡାକ୍ତର ମହାପାତ୍ରଙ୍କୁ ଦିଲ୍ଲୀ…
-
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ-; ଭାରତର ଅର୍ଥନୀତିର ମୂଳଦୁଆ ମଜବୁତ, କୌଣସି ଦୁର୍ବଳତାର ଲକ୍ଷଣ ନାହିଁ
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ପ୍ରମୁଖ ଭିତ୍ତିଭୂମିଗୁଡ଼ିକ ସୁଦୃଢ଼ ରହିଛି ଏବଂ ଦେଶର ଅର୍ଥନୀତିରେ କୌଣସି ଦୁର୍ବଳତାର ଲକ୍ଷଣ ଦେଖାଯାଉନାହିଁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜିଏସ୍ଟି ଆଦାୟରେ ଉନ୍ନତି ଏବଂ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାର ସୁଦୃଢ଼ ସ୍ଥିତିକୁ ସେ ଭାରତୀୟ ଅର୍ଥନୀତିର ଶକ୍ତିର ପ୍ରମୁଖ ଉଦାହରଣ…
-
ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ରୁଜୁ ହେଲା ମନିଲଣ୍ଡ୍ରିଂ ମୋକଦ୍ଦମା, ୧,୩୨୨ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଲା ED
ନୂଆଦିଲ୍ଲୀ: ଗଣମାଧ୍ୟମ ବ୍ୟବସାୟୀ ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡ୍ରିଂ ମାମଲା ରୁଜୁ କରିଛି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। ମାମଲା ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ ହାଉସିଂ ଫାଇନାନ୍ସ ଲିମିଟେଡ (ଏଲଆଇସିଏଚଏଫଏଲ)କୁ ୧,୩୨୨ କୋଟି ଟଙ୍କା କ୍ଷତିରେ ପକାଉଥିବା କଥିତ ଋଣ ଠକେଇ…
-
IPSଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ହାଇକୋର୍ଟରେ ମାମଲା ରଦ୍ଦ ପାଇଁ ଆବେଦନ
କଟକ: ବିବାଦରେ ଫସିଛନ୍ତି ଓଡ଼ିଶା ପୋଲିସ ଡିଜି ଦୌଡ଼ରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥ । ମହିଳା ଜେଲରଙ୍କୁ ପକ୍ଷରୁ ତାଙ୍କ ବିରୋଧରେ ହୋଇଛି ଯୌନ ନିର୍ଯାତନା ଅଭିଯୋଗ । ଚୌଦ୍ବାର ଥାନାରେ ତାଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗ ଏବେ ଜେଲ୍ ବିଭାଗ ମୁହଁରେ କଳା ବୋଳିଦେଇଛି । ଅବଶ୍ୟ ଏହି ମାମଲାକୁ ଚ୍ୟାଲେଞ୍ଜ…
-
Cyclone Murasu: ଆଉ ମାତ୍ର ୮୦ କି.ମି. ଦୂରରେ ବାତ୍ୟା ମୁରାସୁ, କେଉଁଠି ଛୁଇଁବ ସ୍ଥଳଭାଗ ?
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମୁରାସୁ’ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆନ୍ଧ୍ରପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଅନୁଯାୟୀ, ଏହି ବାତ୍ୟା ସୋମବାର ମଧ୍ୟରାତ୍ରି କିମ୍ବା ମଙ୍ଗଳବାର ଭୋର ସମୟରେ ଅଙ୍ଗୋଲ୍ ନିକଟବର୍ତ୍ତୀ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ମଧ୍ୟରେ…
-
Koraput Alsi Flowers : ଅଳସୀ ଫୁଲ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି, କିନ୍ତୁ କାହିଁକି ଚାଷୀଙ୍କ ଚିନ୍ତା ବଢ଼ାଇଛି...
ପଟ୍ଟାଙ୍ଗି : ଶୀତର ଆଗମନ… ଧଳା ଚାଦର ଭିତରେ ହସିଲାଣି ଧରଣୀ ରାଣୀ... କୋରାପୁଟରେ ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ। ପାହାଡ଼, ପର୍ବତ ଆଉ ସବୁଜିମା ଭରା ପ୍ରକୃତି କୋଳରେ ଏବେ ଅଳସି ଫୁଲର ସମ୍ଭାର। ରାସ୍ତାକଡ଼ରେ ଦୋଳି ଖେଳୁଥିବା ଏହି ରଙ୍ଗବେରଙ୍ଗ ଫୁଲ ପର୍ଯ୍ୟଟକଙ୍କ ମନ ମୋହୁଛି। ଯାହାକୁ ଦେଖିବାକୁ ଓ କ୍ୟାମେରାରେ କଏଦ କରିବାକୁ ଜମୁଛି…
-
ଉଗ୍ର ହେଲା ବାଂଲାଦେଶ ଆନ୍ଦୋଳନ, ସଂକଟରେ ତାରିକ ରହମାନ ସରକାର
ଢାକା: ବାଂଲାଦେଶରେ ଗାରମେଣ୍ଟ ଉଦ୍ୟୋଗ ଶ୍ରମିକଙ୍କ ବିକ୍ଷୋଭ ଲଗାତାର ବଢିବାରେ ଲାଗିଛି। ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ସଡ଼କ ଅବରୋଧ କରୁଥିବା ବେଳେ ପୋଲିସ ଗାଡ଼ି ଜଳାପୋଡା କରୁଛନ୍ତି। ଏଥିରେ ଦେଶର ସରକାରୀ ସମ୍ପତ୍ତି ମଧ୍ୟ କ୍ଷୟକ୍ଷତି ହେଉଛି। ସୋସିଆଲ ମିଡିଆରେ ପୋଲିସ ଗୁଳିରେ ଜଣେ ୧୦ ବର୍ଷର ବାଳକ ପ୍ରାଣ ହରାଇଥିବା ଦାବି…
-
ବାଇନାନ୍ସରେ ୬.୩ ବିଲିୟନ ଡଲାରର ସାଇବର ଆକ୍ରମଣ ପରେ, ଗ୍ରାହକ ପ୍ରତ୍ୟାହାର କଲେ ୩.୬ ବିଲିୟନ ଡଲାର
ନୂଆଦିଲ୍ଲୀ ,୨/୧୧ -; ବାଇନାନ୍ସ ଗ୍ରାହକମାନଙ୍କ ପାଇଁ ଟଙ୍କା ଉଠାଇବା ସୁବିଧା ପୁଣି କାର୍ଯ୍ୟକାରୀ କରିବା ପରେ, କ୍ରିପ୍ଟୋ-ଆସେଟ୍ ବା କ୍ରିପ୍ଟୋ ମୁଦ୍ରାରୁ ୩.୬ ବିଲିୟନ ଡଲାରର ନିଟ୍ ଆଉଟଫ୍ଲୋ ରେକର୍ଡ କରିଛି ବାଇନାନ୍ସ । ଇତିହାସର ସର୍ବବୃହତ୍ ସାଇବର ଚୋରି ଘଟଣା, ଯାହା ଉତ୍ତର କୋରିଆର ହ୍ୟାକ୍ସରମାନଙ୍କ ଦ୍ୱାରା ଘଟିଥିବା ଅଭିଯୋଗ…
-
Shah Rukh Khan Records : କିଙ୍ଗ ଖାନ୍ ଙ୍କ ସଫଳତା ଓ ଉପଲବ୍ଧି , ନୂଆଦିଲ୍ଲୀରୁ ଦୁବାଇ...
ରାହୁଲ ନାମ ତୋ ଶୁନା ହୋଗା... ବଡେ ବଡ଼େ ସେହେରୋମେ ଏସି ଛୋଟି ଛୋଟି ବାତ୍ ହୋତି ରେହତି ହୈ... ସନିରିଟା... ମୁମ୍ବାଇ : ଏହି ସବୁ ଆଇକନିକ ଡାଇଲଗ୍ ହିଁ ତାଙ୍କ ପରିଚୟ... । ତାଙ୍କ ଷ୍ଟାଇଲ୍ , ତାଙ୍କ ଅନ୍ଦାଜର ଦିୱାନା ସମସ୍ତେ... ସେ ଆଉ କେହି ନୁହନ୍ତି ୱାନ୍ ଆଣ୍ଡ୍ ଓନଲି କିଙ୍ଗ୍ ଖାନ ଶାହାରୁଖ୍ ଖାନ୍। ନିଜ ଅଭିନୟ, ରୋମାନ୍ସ ଓ ଆକ୍ସନ୍…
-
ଫୋନ୍ ଛଡ଼ାଇ ଫିଙ୍ଗିଦେଲେ... ବାପାକୁ ପ୍ରେସର କୁକର୍ ଢାଙ୍କୁଣୀରେ ପିଟି ପଟି ମାରିଦେଲା ଝିଅ
ନୂଆଦିଲ୍ଲୀ: ବାପାକୁ ନୃଶଂସ ଭାବରେ ପ୍ରେସର କୁକର୍ ଢ଼ାଙ୍କୁଣୀ ଏବଂ ଛୁରୀରେ ଆକ୍ରମଣ କରି ମାରିଦେଲା ଝିଅ । ସାମାନ୍ୟ ଫୋନ୍କୁ ନେଇ ଆରମ୍ଭ ହୋଇଥିବା କଳିରୁ ହତ୍ୟାକାଣ୍ଡ । ବାପା ଫୋନ୍ ଛଡ଼ାଇ ତଳେ ଫିଙ୍ଗିଦେବାରୁ ଝିଅର ଉନ୍ମତ୍ତକାଣ୍ଡ । ୨୨ ବର୍ଷୀୟା ଯୁବତୀ ନିଜ ବାପାଙ୍କୁ ହତ୍ୟା କରିବା ଘଟଣା ଗୁଜରାଟର ସୁରଟ ସହରରେ ଘଟିଛି ।…
-
ବାତ୍ୟା 'ଅର୍ଣ୍ଣବ' ବନ୍ୟା ଦୁଃଖ ନଲିଭୁଣୁ ପୁଣି 'ମୁରାସୁ' ଭୟ: ଆସିକାର ନବରତ୍ନପୁର ଗ୍ରାମରୁ ସମ୍ପୂର୍ଣ୍ଣ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ
ଆସିକା: ବାତ୍ୟା 'ଅର୍ଣ୍ଣବ' ଏବଂ ତା' ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାର ଭୟଙ୍କର କ୍ଷତିରୁ ଆସିକାବାସୀ ଏଯାଏଁ ସମ୍ପୂର୍ଣ୍ଣ ସୁଧୁରି ପାରିନାହାନ୍ତି। ଅନେକ ପରିବାରର ଭଙ୍ଗା ଘର ସଜାଡ଼ି ହୋଇନଥିବା ବେଳେ ଜନଜୀବନ ସ୍ୱାଭାବିକ ହେବାକୁ ବାକି ରହିଛି। ଏହି ସଙ୍କଟଜନକ ସ୍ଥିତି ମଧ୍ୟରେ ଏବେ ଆଉ ଏକ ନୂଆ ବାତ୍ୟା 'ମୁରାସୁ'ର ଆଶଙ୍କା ଆସିକା…
-
ରାମ ଲିଲା ମୈଦାନ INDIA ମେଣ୍ଟ ରାଲିରେ କେତେ ଥିଲା ଭିଡ଼? ତାଙ୍କ ଅନୁମାନ କହିଲେ କପିଲ ଶିବଲ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ୧ ନଭେମ୍ବର ରବିବାର ରାଜଧାନୀ ଦିଲ୍ଲୀର ରାମଲିଳା ମୈଦାନରେ ଅନୁଷ୍ଠିତ ହୋଇଥିବା ଇଣ୍ଡି ମେଣ୍ଟ ରାଲିକୁ ନେଇ ନିର୍ଦ୍ଦଳୀୟ ସାଂସଦ ତଥା ବରିଷ୍ଠ ଆଡଭୋକେଟ କପିଲ ଶିବଲ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ ଗତକାଲି ରାମ ଲିଳା…
-
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୋହନ ମାଝୀ, ଭାରତ ଅକ୍ଷୟ ଶକ୍ତି ସମିଟ୍ରେ ହେବେ ସାମିଲ
ଭୁବନେଶ୍ବର ୨।୧୧: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଭାରତ ଅକ୍ଷୟ ଶକ୍ତି ସମିଟ୍ ଓ ପ୍ରଦର୍ଶନୀ ୨୦୨୬' ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ସବୁଜ ଓ ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ତଥା ନିବେଶ ବଢ଼ାଇବା ଏହାର ପ୍ରମୁଖ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ…
-
ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଅଭିଷେକ-ସୂର୍ଯ୍ୟବଂଶୀ ଓପନର; ଏହି ଖେଳାଳି ହେଲେ ଅଧିନାୟକ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ୨୦୨୬ ପୁରୁଷ ରାଇଜିଙ୍ଗ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତୀୟ ଏ ଟିମ୍ ଘୋଷଣା କରିଛି। ତିଳକ ବର୍ମାଙ୍କୁ ଅଧିନାୟକ କରାଯାଇଥିବା ବେଳେ ଉପଅଧିନାୟକ ଦାୟିତ୍ଵ ରଜତ ପାଟିଦାରଙ୍କୁ ମିଳିଛି। କତାରର ରାଜଧାନୀ ଦୋହାରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଥିବା ବେଳେ ନଭେମ୍ବର ୧୯ରୁ ନଭେମ୍ବର…